ପୂର୍ବ ଏସିଆ ଭାଷାଗୁଡିକ ପାଇଁ ଉନ୍ନତ ଇନପୁଟ୍‍ ପଦ୍ଧତିଗୁଡିକ

ଉନ୍ନତ ଇନପୁଟ୍ ପଦ୍ଧତିଗୁଡ଼ିକ ଏବଂ ଟୁଲଗୁଡ଼ିକ

ଆପଣ ଆପଣଙ୍କର PC ରେ ସଂସ୍ଥାପନ କରିଥିବା ପୂର୍ବ ଏସୀୟ ଭାଷାଗୁଡିକରେ ଲେଖିବାକୁ Microsoft ଇନ୍‌ପୁଟ୍ ମେଥଡ୍ ଏଡିଟର୍ (IME) ବ୍ୟବହାର କରନ୍ତୁ.
ଇନପୁଟ୍ ମୋଡ୍ ସୁଇଚ୍ କରିବା ପାଇଁ ଇନପୁଟ୍ ପଦ୍ଧତି ଇଣ୍ଡିକେଟରରେ ଡାହାଣ କ୍ଲିକ୍ କରନ୍ତୁ, IME ପ୍ୟାଡ୍ କିମ୍ବା ଅଧିକ IME ସେଟିଂ ଖୋଲନ୍ତୁ. କିଛି ଭାଷାଗୁଡିକ ପାଇଁ, ଆପଣଙ୍କର ଅଧିକ ବିକଳ୍ପଗୁଡିକ ରହିବ, ଯେପରି କି ଜାପାନୀ ପାଇଁ ଅଭିଧାନ ଉପକରଣ.

ପୂର୍ବ ଏସିଆ ଭାଷାଗୁଡିକ ପାଇଁ ଉନ୍ନତ ଇନପୁଟ୍‍ ପଦ୍ଧତିଗୁଡିକ
ପୂର୍ବ ଏସିଆ ଭାଷାଗୁଡିକ ପାଇଁ ଉନ୍ନତ ଇନପୁଟ୍‍ ପଦ୍ଧତିଗୁଡିକ

ଜାପାନୀ ଅଦ୍ଭିଧାନରେ ଏକ ଶବ୍ଦ ଯୋଗ କରନ୍ତୁ

ଆପଣଙ୍କ IME ଅଧିକ ପ୍ରାର୍ଥୀ ପାଇପାରେ ଯେତେବେଳେ ଆପଣ ପ୍ରସ୍ତାବ ଅନ୍ କରନ୍ତି, ଯାହାକି ଆପଣ କଣ ଲେଖୁଛନ୍ତି ପୁର୍ବାନୁମାନ କରିବାରେ ସାହାଯ୍ୟ କରିବାକୁ Bing କୁ ବ୍ୟବହାର କରିଥାଏ. ଏହା ଅନ୍ କରିବାକୁ, ଇନପୁଟ୍ ପଦ୍ଧତି ଇଣ୍ଡିକେଟରରେ ଡାହାଣ କ୍ଲିକ୍ କରନ୍ତୁ ଏବଂ ଚୟନ କରନ୍ତୁ ଗୁଣଧର୍ମଗୁଡ଼ିକ. ତାହା ପରେ ଚୟନ କରନ୍ତୁ ଉନ୍ନତ ଏବଂ ପୂର୍ବାନୁମାନ ଇନପୁଟ୍ ଟ୍ୟାବ୍ ଖୋଲନ୍ତୁ ତାହା ପରବର୍ତ୍ତୀ ଯାଂଚ୍ ବକ୍ସ ଚୟନ କରନ୍ତୁ କ୍ଲାଉଡ ପରାମର୍ଶ ବ୍ୟବହାର କରନ୍ତୁ.
ଶଦ୍ଦକୋଷରେ ହସ୍ତଚାଳିତ ଭାବରେ ଶଦ୍ଦ ଯୋଗ କରିବାକୁ, ଏଥିକୁ ଯାଆନ୍ତୁ ସେଟିଂଗୁଡିକ ଏବଂ ଚୟନ କରନ୍ତୁ ସମୟ ଏବଂ ଭାଷା. ଏଠାରୁ, ଯାଆନ୍ତୁ ଅଞ୍ଚଳ ଏବଂ ଭାଷା ଏବଂ ଗୋଟିଏ ଭାଷା ଚୟନ କରନ୍ତୁ, ଉଦାହରଣ ସ୍ୱରୂପ ଜାପାନିଜ୍ (日本語 ). ଚୟନ କରନ୍ତୁ ବିକଳ୍ପଗୁଡ଼ିକ. ବର୍ତ୍ତମାନ ଗୋଟିଏ ଶଦ୍ଦ ଓ ଏହାର ଅର୍ଥ ଯୋଗ କରନ୍ତୁ, କିମ୍ବା ଉପଭୋକ୍ତା ଶଦ୍ଦକୋଷ ଟୁଲ୍ ବ୍ୟବହାର କରି ଏକ ରହିଥିବା ଶଦ୍ଦ ସଂପାଦନା କରନ୍ତୁ.

Leave a Reply

Your email address will not be published. Required fields are marked *