ଏକ ଦୃଢ ପାସ୍‌ୱାର୍ଡ୍‌ କିପରି ସୃଷ୍ଟି କରିବେ

ଏକ ଦୃଢ ପାସ୍‌ୱାର୍ଡ୍‌ ସୃଷ୍ଟି କରନ୍ତୁ

ଦୃଢ ପାସ୍‌ୱାର୍ଡ୍‌‌ଗୁଡିକ ଅଣପ୍ରାଧିକୃତ ଲୋକଙ୍କୁ ଫାଇଲ୍‌, ପ୍ରୋଗ୍ରାମ୍‌, ଏବଂ ଅନ୍ୟ ସମ୍ବଳଗୁଡିକୁ ପ୍ରବେଶ କରିବା ଠାରୁ ପ୍ରତିରୋଧ କରିବାରେ ସହାୟତା କରିଥାଏ, ଏବଂ ଅନୁମାନ କିମ୍ବା ଖୋଲିବା ପାଇଁ କଷ୍ଟକର ହେବା ଉଚିତ. ଏକ ଭଲ ପାସ୍‌ୱାର୍ଡ୍‌:
ଅତିକମରେ ଆଠ ବର୍ଣ୍ଣ ଲମ୍ବା ଅଟେ


ଆପଣଙ୍କର ଉପଭୋକ୍ତା ନାମ, ପ୍ରକୃତ ନାମ, କିମ୍ବା କମ୍ପାନୀ ନାମ ଧାରଣ କରିନଥାଏ
ଏକ ସମ୍ପୂର୍ଣ୍ଣ ଶବ୍ଦ ଧାରଣ କରିନଥାଏ
ପୂର୍ବବର୍ତ୍ତୀ ପାସ୍‌ୱାର୍ଡ୍‌ଗୁଡିକ ଠାରୁ ଉଲ୍ଲେଖଯୋଗ୍ୟ ଭାବେ ପୃଥକ୍‌ ଅଟେ
ବଡ ଅକ୍ଷର, ସାନ ଅକ୍ଷର, ସଂଖ୍ୟା, ଏବଂ ସଙ୍କେତଗୁଡିକ ଧାରଣ କରିଥାଏ