windows ଷ୍ଟୋର୍ ପାଇଁ କ୍ରୟ ସାଇନ୍-ଇନ୍ ସେଟିଂସମୂହ ବଦଳାନ୍ତୁ

Windows ଷ୍ଟୋର୍ ପାଇଁ କ୍ରୟ ସାଇନ୍-ଇନ୍ ସେଟିଂସମୂହ ପରିବର୍ତ୍ତନ କରନ୍ତୁ

ଆପଣ କିଛି କ୍ରୟ କରିବା ବେଳେ Windows ଷ୍ଟୋର୍ ପ୍ରତିଥର ଆପଣଙ୍କ ପାସ୍‌ୱାର୍ଡ୍ ପାଇଁ ପଚାରିଥାଏ. କ୍ରୟକୁ ସରଳୀକୃତ କରିବାକୁ ଏବଂ ପାସ୍‌ୱାର୍ଡ୍‌ ପଦକ୍ଷେପକୁ ତ୍ୟାଗ କରିବାକୁ:
ଷ୍ଟୋର୍ ଆପ୍ଲିକେସନ୍‌କୁ ଯାଆନ୍ତୁ, ଏବଂ ସନ୍ଧାନ ବାକ୍ସ ପାଖରେ ଥିବା ଆପଣଙ୍କ ସାଇନ୍‌-ଇନ୍‌ ଚିତ୍ର ଚୟନ କରନ୍ତୁ.
ଯାଆନ୍ତୁ ସେଟିଂସମୂହ > କ୍ରୟ ସାଇନ୍‌-ଇନ୍‌ > ମୋର କ୍ରୟ ଅନୁଭୂତି ଷ୍ଟ୍ରିମ୍‌ଲାଇନ୍‌ କରିବା.


ସୁଇଚ୍‌ ଟର୍ନ୍‌ ଅନ୍‌ କରନ୍ତୁ.
ଏହା ଆପଣଙ୍କୁ ଏକ ପାସ୍‌‌ୱାର୍ଡ୍‌ ଏଣ୍ଟର୍‌ ନକରି ଷ୍ଟୋର୍‌‌ରୁ କ୍ରୟ କରିବାକୁ ଦେବ.
ଆପଣ ପ୍ରତ୍ୟେକଟିରେ ସେଟିଂ ପରିବର୍ତ୍ତନ କରିବା ପର୍ଯ୍ୟନ୍ତ ଆପଣଙ୍କ ଅନ୍ୟ ଡିଭାଇସ୍‌‌ଗୁଡିକ ପ୍ରଭାବିତ ହେବ ନାହିଁ.
ଏହି ସେଟିଂ ଇନ୍‌-ଆପ୍ଲିକେସନ୍‌ କ୍ରୟଗୁଡିକୁ ଲାଗୁ ହୋଇଥାଏ.